This browser does not support the video element.
ସମ୍ବଲପୁର ମ୍ୟୁନିସିପାଲଟି: ଆସନ୍ତାକାଲି ପାଇଁ ସମ୍ବଲପୁର ଜିଲ୍ଲାକୁ ୟେଲେ ୱାର୍ଣ୍ଣିଂ ଜାରି
Sambalpur M, Sambalpur | Aug 23, 2025
ସମ୍ବଲପୁର ଜିଲ୍ଲାକୁ ୟଲେ ୱାର୍ଣ୍ଣି ଜାରି କରିଛି ରାଜ୍ୟ ପାଣିପାଗ ଵିଭାଗ ଜିଲ୍ଲାରେ ଆସନ୍ତା 24ତାରିଖ ପାଇଁ ଜିଲ୍ଲା କୁ ୟଲେ ୱାର୍ଣ୍ଣ ଜାରି କରାଯାଇଛି l ସେପଟେ ଜିଲ୍ଲା ରେ ପ୍ରବଳ ବର୍ଷା ହେବା ସହ ବିଜୁଳି ଘଡଘଡି ସହ ବର୍ଷା ହେବା ସହ 30 ରୁ 40 କିଲେମିଟର ବେଗ ରେ ପବନ ବୋହିବା ନେଇ ଆଜି ଦିନ 2ଟାରେ ସୂଚନା ମିଳିଛି l