Install App
harishbhoi
This browser does not support the video element.
ଭଟଲି: ଭଟଲୀ ବସ୍ତିର ମାଁ ସାର୍ବଜନୀନ ଦୁର୍ଗାପୁଜାରେ ଆଜି ମାଁ ଙ୍କ ଭଷାଣୀ ଯାତ୍ରା ମହାଆଡମ୍ବରରେ ଅନୁଷ୍ଠିତ,ଯୋଗଦାନ ଦେଲେ ବିଭିନ୍ନ ସାସ୍କୃତିକ ନୃତ୍ଯ
Bhatli, Bargarh (Baragarh) | Oct 4, 2025
ଭଟଲୀ ବ୍ଲକ ଅନ୍ତର୍ଗତ ଭଟଲୀ ବସ୍ତିର ସାର୍ବଜନୀନ ଦୁର୍ଗାପୁଜା ପରେ ପରେ ଆଜି 6:30 PM ସମୟରୁ ମାଁ ଜଗଜ୍ଜନନୀ ଦୁର୍ଗାଙ୍କ ଭଷାଣି ଯାତ୍ରା ମହାଆଡମ୍ବରରେ ଅନୁଷ୍ଠିତ ହୋଇଛି । ଗାଇସିଲେଟ ର ପ୍ରସିଦ୍ଧ ଡଣାହ ନାଚ ଲୋକନୃତ୍ଯ ଦଳ ଆସି ଭସାଣି ଯାତ୍ରାରେ ଚମତ୍କାର ନୃତ୍ଯ ପରିବେଷଣ କରିଥିଲେ । ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁ ଏହି ଭଷାଣୀ ଯାତ୍ରାରେ ସାମିଲ ହୋଇଥିଲେ ।
Share
Read More News
T & C
Privacy Policy
Contact Us
Your browser does not support JavaScript!