Download Now Banner

This browser does not support the video element.

ନବରଙ୍ଗପୁର ପୋଲିସ ଷ୍ଟେସନ: ଜିଲ୍ଲା କୋର୍ଟରେ ହତ୍ୟା ମାମଲାରେ ଗୋଟିଏ ପରିବାର ର ଜଣେ ନାବାଳକ ସମେତ ୬ଜଣଙ୍କୁ ଆଜୀବନ ଜେଲ୍ ଦଣ୍ଡ ରେ ଦଣ୍ଡିତ କଲେ ଅତିରିକ୍ତ ଜିଲ୍ଲା ଜଜ

Nabarangapur PS, Nabarangpur | Sep 3, 2025
ଜିଲ୍ଲା କୋର୍ଟରେ ହତ୍ୟା ମାମଲାରେ ଗୋଟିଏ ପରିବାର ର ଜଣେ ନାବାଳକ ସମେତ ୬ଜଣଙ୍କୁ ଆଜୀବନ ଜେଲ୍ ଦଣ୍ଡ ରେ ଦଣ୍ଡିତ କଲେ ଅତିରିକ୍ତ ଜିଲ୍ଲା ଜଜ ନବରଙ୍ଗପୁର ଅତିରିକ୍ତ ଜିଲ୍ଲା ଜଜ୍ ବିଷ୍ଣୁପ୍ରସାଦ ମିଶ୍ର ଏକ ହତ୍ୟା ମାମାଲର ବିଚାର କରି ଗୋଟିଏ ପରିବାରର ଜଣେ ନାବାଳକ ସମେତ ୬ଜଣଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।ସେମାନେ ହେଲେ,କୋଡିଙ୍ଗା ଥାନା ବାରମାସୀ ଗାଁର ଅନନ୍ତପୂଜାରୀ, ଶିବ ଶଙ୍କର ପୂଜାରୀ, ଚନ୍ଦନ ପୂଜାରୀ, ଡୁମର ପୂଜାରୀ ଓ ଡାଳିମ୍ବ ପୂଜାରୀ। ଏହି ୫ଜଣ ସମେତ ଜଣେ ନାବାଳକ ରହିଛନ୍ତି। ୬ଜଣଙ୍କୁ ଆଜୀବନ ସଶ୍ରମକାରାଦଣ୍ଡରେ ଦଣ୍ଡିତ କରିଛନ୍ତି
Read More News
T & CPrivacy PolicyContact Us