This browser does not support the video element.
ନବରଙ୍ଗପୁର ପୋଲିସ ଷ୍ଟେସନ: ରାଜପୁର ଗାଁ ରେ ବିଷାକ୍ତ ସାପ କାମୁଡ଼ାରେ ଭାଇ ଭଉଣୀ ମୃତ।
ବିଷାକ୍ତ ସାପ କାମୁଡ଼ାରେ ଦୁଇ ଭାଇ ଭଉଣୀ ମୃତ
Nabarangapur PS, Nabarangpur | Sep 9, 2025
ରାଜପୁର ଗାଁ ରେ ବିଷାକ୍ତ ସାପ କାମୁଡ଼ାରେ ଭାଇ ଭଉଣୀ ମୃତ। ଏହିଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ରାଜପୁର ଗରେ।ପରିବାର ସମସ୍ତ ଛ ଜଣ ସଦସ୍ୟ ଗତକାଲି ଖାଇସାରି ଶୋଇଥିବା ଅବସ୍ଥାରେ ଭାଇ ଭଉଣୀ ଦୁଇ ଜଣ ମଝିରେ ଶୋଇଥିଲେ ଏହି ସମୟରେ ଏକ ବିଷାକ୍ତ ସାପ ଭାଇ ଋତୁରାଜ ହରିଜନ ର ବୟସ ୯ମାସ, ଭଉଣୀ ଅମିତା ହରିଜନ ବୟସ ୧୧ ବର୍ଷ,ସାପ କାମୁଡ଼ିଛି ବୋଲି ପରିବାର ଜାଣିବାକୁ ପାଇଥିଲେ। ପ୍ରଥମେ ଦୁଇ ଶିଶୁ କୁ ସ୍ଥାନୀୟ ଗୁଣିଆ ପାଖରେ ନେଇ ଚିକିତ୍ସା କରିଥିଲେ କିନ୍ତୁ ପରେ ସ୍ୱାସ୍ଥ୍ୟବସ୍ତା ଅଧିକ ବିଗିଡିବାରୁ ଉମରକୋଟ ମେଡିକାଲ କୁ ଆଣିଥିଲେ