Download Now Banner

This browser does not support the video element.

ପାଟଣାଗଡ: ହରିଶଙ୍କର ସମ୍ମିଳନୀ ସଦନରେ ବଏଲଯାତ୍ରା ର ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Patnagarh, Balangir | Sep 2, 2025
ସ୍ଥାନୀୟ ହରିଶଙ୍କର ସମ୍ମିଳନୀ ସଦନରେ ମଙ୍ଗଳବାର ସନ୍ଧ୍ୟାରେ ବଏଲ ଯାତ୍ରାର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ଉପ ଜିଲ୍ଲାପାଳ ସୁନିଳ ମେହେର ଅଧ୍ୟକ୍ଷତା କରିଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ଏସଡିପିଓ, ବିଡ଼ିଓ ଖପ୍ରାଖୋଲ ଙ୍କ ସହିତ ଦେବୋତ୍ତର କମିଟି ର ସଦସ୍ୟ ଯୋଗ ଥିଲେ ।
Read More News
T & CPrivacy PolicyContact Us