This browser does not support the video element.
ଡାବୁଗାଁ: ଜୟନ୍ତୀ ନଗର ଠାରେ ଭାଦ୍ରବ ପରିକ୍ରମା ଅନୁଷ୍ଠିତ, ଯୋଗଦେଲେ ଦୁଇଶହ ଉର୍ଦ୍ଧ ଭକ୍ତ
Dabugan, Nabarangpur | Sep 4, 2025
ଜୟନ୍ତୀ ନଗର ଠାରେ ଭାଦ୍ରବ ପରିକ୍ରମା ଅନୁଷ୍ଠିତ ହେଲା। ଜୟନ୍ତୀ ନଗର ନିବାସୀ ପ୍ରଫୁଲ୍ଲ କୁମାର ପଟ୍ଟନାୟକ ଙ୍କ ଦ୍ୱାରା ଆୟୋଜିତ ଭାଦ୍ରବ ପରିକ୍ରମା ଉତ୍ସବରେ ଜାଜକ ଓ କର୍ମୀ ବୃନ୍ଦ ଙ୍କ ସହ ଡାବୁଗାଁ ଅଂଚଳର ଦୁଇଶହ ରୁ ଉର୍ଦ୍ଧ ଗୁରୁ ଭାଇ ,ଡାବୁଗାଁ ର ଭଦ୍ର ବ୍ୟକ୍ତି ଓ ଗୁରୁ ମାଆ ଙ୍କ ଗହଳିରେ ସତସଙ୍ଗ ଅନୁଷ୍ଠିତ ହେଲା l ଶେଷରେ ଜୟ ରାଧେ ରାଧେ କୀର୍ତ୍ତନରେ ପ୍ରକମ୍ପିତ ହୋଇ ଉଠିଥିଲା ପରିବେଶ। ସମସ୍ତଙ୍କ ପାଇଁ ଗୁରୁ ଭାଇ ପ୍ରଫୁଲ୍ଲ କୁମାର ପଟ୍ଟନାୟକଙ୍କ ଦ୍ୱରା ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା।