This browser does not support the video element.
କଣ୍ଟାମାଳ: ଦେଉଳି ନିକଟରୁ ସ୍କୋର୍ପିଓ ସହ 25 କେଜି ଗଞ୍ଜେଇ ଜବତ ମାମଲାର ଦୁଇ ଅଭିଯୁକ୍ତକୁ କୋର୍ଟ ଚାଲାଣ
Kantamal, Boudh (Bauda) | Aug 27, 2025
ମଙ୍ଗଳବାର ମନମୁଣ୍ଡା ପୋଲିସ ଦ୍ବାରା ଦେଉଳି ନିକଟରୁ ସ୍କୋର୍ପିଓ ସହ 25 କେଜି ଗଞ୍ଜେଇ ଜବତ ମାମଲାର ଦୁଇ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି ମନମୁଣ୍ଡା ପୋଲିସ l ମିଳିଥିବା ସୂଚନା ଅନୁଯାୟୀ ଏକ ସ୍କୋର୍ପିଓ ଯୋଗେ କଣ୍ଟାମାଳ ପଟରୁ ମନ ମୁଣ୍ଡା ଆଡକୁ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ମନମୁଣ୍ଡା ପୋଲିସର ଏକ ଟିମ ଦେଉଳି ନିକଟରେ ସ୍କୋର୍ପିଓକୁ ତନଖି କରିଥିଲା l ସେଥିରୁ 25 କେଜି ଗଞ୍ଜେଇ ଜବତ କରି ଗାଡ଼ିରେ ଥିବା ଦୁଇ ଅଭିଯୁକ୍ତକୁ ଗିରଫ କରି ରାତିରେ କୋର୍ଟ ଚାଲାଣ କରାଯାଇ ଥିବା ସୂଚନା ମିଳିଛି l