Download Now Banner

This browser does not support the video element.

କେନ୍ଦୁଝର ସହର: କାଶିଆ ଛକ ନିକଟରେ ଟ୍ରଲର ପଛରେ ପିଟି ହୋଇ ଟ୍ରକ ଦୁର୍ଘଟଣା ଗ୍ରସ୍ତ

Kendujhar Town, Kendujhar | Sep 7, 2025
ବଡ଼ବିଲ ଥାନା ଅନ୍ତର୍ଗତ ୫୨୦ ନମ୍ବର ଜାତୀୟ ରାଜପଥର କାଶିଆ ଛକ ନିକଟରେ ଆଜି ଏକ ଟ୍ରକ ଆଗରେ ଥିବା ଟ୍ରଲର ପଛରେ ପିଟି ହୋଇ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଦେଖିବାକୁ ମିଳିଛି ଏହି ଦୁର୍ଘଟଣାରେ ଗାଡି କ୍ଷତିଗ୍ରସ୍ତ ହୋଇଥିବା ବେଳେ ଏହାର ଚାଳକ ଅଳ୍ପକେ ବର୍ତ୍ତି ଯାଇଥିବା ସୂଚନା ରହିଛି।
Read More News
T & CPrivacy PolicyContact Us