Download Now Banner

This browser does not support the video element.

ଆସିକା: ମକୁନ୍ଦପୁର ସ୍ୱପ୍ନେଶ୍ୱର ମନ୍ଦିର ପରିସରରେ ରଜକ ସମାଜର ସାଧାରଣ ବୈଠକ ଅନୁଷ୍ଠିତ

Asika, Ganjam | Aug 24, 2025
ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ମକୁନ୍ଦପୁର ସ୍ଥିତ ସ୍ଵପ୍ନେଶ୍ଵର ମନ୍ଦିର ପରିସରରେ ରଜକ ସମାଜର ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲା ସଭାପତି ବାଲ୍ମୀକି ସେଠି ଙ୍କ ନେତୃତ୍ୱରେ ଅନୁଷ୍ଠିତ ସାଧାରଣ ବୈଠକରେ ଖାଲିଥିବା ଜିଲ୍ଲା ସ୍ଥରୀୟ ପଦବୀ ଗୁଡିକ ପୁରଣ,ଜିଲ୍ଲାର ସଭ୍ୟ ସଭ୍ୟା ଙ୍କୁ ପଞ୍ଜିକୃତ କରିବା ଏବଂ ମଣ୍ଡଳ ଗୁଡିକ ରଦ୍ଦ କରିବା ଭାଳି ବିଭିନ୍ନ ନିଷ୍ପତି ଗ୍ରହଣ କରାଯାଇଛି l ଏହି ଅବସରରେ ସମାଜର ଜିଲ୍ଲା ସ୍ଥରୀୟ ପ୍ରତିନିଧି ଚୟନ କରାଯାଇଛି l
Read More News
T & CPrivacy PolicyContact Us