This browser does not support the video element.
ବୌଦ୍ଧ ସଦର: ମେଣ୍ଢ1ମାଳ ଠାରେ ଉକଡୋଲ ଶାଖା ଆଦିବାସୀ କନ୍ଧ ସମାଜ କଲ୍ୟାଣ ସମିତିର ସାଙ୍ଗଠନିକ ବୈଠକ
Baudh Sadar, Boudh (Bauda) | Oct 9, 2025
ଗୁରୁବାର ଦିନ ବୌଦ୍ଧ ବ୍ଲକ ମେଣ୍ଢ1ମାଳ ଠାରେ ଉକଡୋଲ ଶାଖା ଆଦିବାସୀ କନ୍ଧ ସମାଜ କଲ୍ୟାଣ ସମିତିର ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇ ଯାଇଛି l ସଭାପତି ଶାନ୍ତନୁ ମଲ୍ଲିକଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ସମ୍ପାଦକ ସନ୍ୟାସୀ କନ୍ହର ବୈଠକର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିଥିଲେ | ଆଦିବାସୀ ସମାଜରୁ ନିଶା ନିବାରଣ ଉପରେ ବୈଠକରେ ଗୁରୁତ୍ବ ଆରୋପ କରା ଯାଇଥିଲା l ସେହିପରି ବିଭିନ୍ନ ସାଂଗଠନିକ ବିଷୟ ବସ୍ତୁ ଉପରେ ଆଲୋଚନା କରିଥିଲେ |