This browser does not support the video element.
କଣ୍ଟାମାଳ: ଲାଖପର୍ବତ ଡ୍ୟାମ ଠାରେ କଣ୍ଟାମାଳ ବ୍ଲକ୍ କଂଗ୍ରେସ ପକ୍ଷରୁ ନୂଆଁଖାଇ ଭେଟ ଘାଟ ଅନୁଷ୍ଠିତ
Kantamal, Boudh (Bauda) | Aug 31, 2025
ରବିବାର ଦିନ କଣ୍ଟାମାଳ ବ୍ଲକ ଲାଖ ପର୍ବତ ଡ୍ୟାମ ଠାରେ କଣ୍ଟାମାଳ ବ୍ଲକ କଂଗ୍ରେସ କମିଟି ପକ୍ଷରୁ ନୁଆଁଖାଇ ଭେଟ ଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି l ବ୍ଲକ୍ ସଭାପତି ସୁଶାନ୍ତ କୁମାର ମଲ୍ଲିକଙ୍କ ନେତୃତ୍ୱରେ ଅନୁଷ୍ଠିତ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମରେ ପ୍ରଦେଶ କଂଗ୍ରେସ କମିଟିର ସଦସ୍ୟ ପ୍ରଶାନ୍ତ କୁମାର ସାହୁ ଓ ଅନ୍ୟ ମାନେ ଯୋଗ ଦେଇ ସାଂଗଠନିକ ବିଷୟ ବସ୍ତୁ ଉପରେ ଆଲୋଚନା କରିଥିଲେ |