Install App
sushantpattnayak1983
This browser does not support the video element.
ଛତ୍ରପୁର: ଆସନ୍ତା ସୋମବାର ଜଗନ୍ନାଥପ୍ରସାଦ ବ୍ଲକରେ ହେବ ଜିଲ୍ଲା ସ୍ତରୀୟ ଜନ ଅଭିଯୋଗ ଶୁଣାଣି, ଛତ୍ରପୁର ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ସୂଚନା
Chhatrapur, Ganjam | Sep 13, 2025
ଆସନ୍ତା ୧୫ ତାରିଖ ସୋମବାର ଦିନ ଗଞ୍ଜାମ ଜିଲ୍ଲାର ଜଗନ୍ନାଥପ୍ରସାଦ ବ୍ଲକ କାର୍ଯ୍ୟାଳୟରେ ଜିଲ୍ଲା ସ୍ତରୀୟ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥି ସହିତ ବିଭିନ୍ନ ବ୍ଲକର ଗୋଟିଏ ଲେଖାଏଁ ପଞ୍ଚାୟତରେ ପଞ୍ଚାୟତ ସ୍ତରୀୟ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।
Share
Read More News
T & C
Privacy Policy
Contact Us
Your browser does not support JavaScript!