Download Now Banner

This browser does not support the video element.

ନୟାଗଡ: ନୟାଗଡ଼ ଗୋଡ଼ିପଡ଼ା ଠାରେ ଟାୟାର ଜାଳି ଚାଷୀଙ୍କ ରାସ୍ତା ରୋକ

Nayagarh, Nayagarh | Sep 4, 2025
ନୟାଗଡ଼ ଗୋଡ଼ିପଡ଼ା ଠାରେ ଟାୟାର ଜାଳି ଚାଷୀଙ୍କ ରାସ୍ତା ରୋକ। ସୂଚନା ମୁତାବକ ଆଜି ପୂର୍ବାହ୍ନ 10 ଘଟିକା ସମୟରେ ଗୋଡ଼ିପଡ଼ା ଠାରେ ଟାୟାର ଜାଳି ଚାଷୀଙ୍କ ବିକ୍ଷୋପ ଦେଖିବାକୁ ମିଳିଛି। ସୂଚନା ଥାଉକି ଚାଷୀ ମାନଙ୍କୁ ସାର ପ୍ରଦାନ ନ କରାଯିବା ନେଇ ବାରମ୍ବାର ଅଭିଯୋଗ ପରେ ମଧ୍ୟ ସରକାରୀ ଅଧିକାରୀ ମାନେ କୌଣସି ଅଭିଯୋଗ କୁ ଶୁଣିନଥିଲେ,ଶେଷରେ ବାଧ୍ୟ ହୋଇ ଆଜି ଏଭଳି କରିଥିବା ସୂଚନା ମିଳିଛି।
Read More News
T & CPrivacy PolicyContact Us