This browser does not support the video element.
ଆଳି: ଵେବର୍ତା ସରୋବର ନିକଟରେ କନିକା ପ୍ରଜାମେଳିର ସହିଦ ବାସୁବିଶୁନିଙ୍କର ୧୦୨ତମ ଶ୍ରାଦ୍ଧ ଦିବସ ପାଳିତ
Aali, Kendrapara | Apr 23, 2024
କନିକା ପ୍ରଜା ମେଳିରେ ବ୍ରିଟିଶ ପୋଲିସ ଗୁଳିରେ ସହିଦ ହୋଇଥିବା ବାସୁ ସେଠି ଓ ବିଶୁନି ମଧୁଆଳ ଙ୍କର ଆଜି ୧୦୨ତମ ଶ୍ରଧ ଦିବସ ପାଳିତ।ଏହି ଅବସରରେ ସହିଦ ସ୍ମୁତି କମିଟି ପକ୍ଷରୁ ଆୟୋଜିତ ସ୍ମୁତି ଚାରଣ ସଭାରେ ମୁଖ୍ୟଅତିଥି ଭାବେ ରାଜକନିକା ବିଡ଼ିଓ ଯୋଗଦେଇ ସହିଦ ମାନଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଓ ସହିଦ ସ୍ମୁତି ସ୍ତମ୍ବ ରେ ପୁଷ୍ପ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିବା ଦେଖିବାକୁ ମିଳିଛି। ଏହି ଅବସରରେ ସହିଦ ପୀଠ ଜୋରଳ ଵେବର୍ତ୍ତା ସରୋବର ନିକଟରେ ଅଞ୍ଚଳର ଏକାଧିକ ଲୋକ ସାମିଲ ହୋଇଥିବା ଦେଖିବାକୁ ମିଳିଛି