Download Now Banner

This browser does not support the video element.

ଭୋଗରାଇ: ଲଘୁଚାପ ବର୍ଷାରେ ଭୋଗରାଇ ବେହାଲ, ଚନ୍ଦନେଶ୍ୱର ଠାରେ ସ୍ଥାନୀୟ ବାସିନ୍ଦା ପ୍ରତିକ୍ରିୟା ରଖି ପାଣି ନିଷ୍କାସନ ଦାବି

Bhograi, Balasore | Oct 5, 2025
ଲଘୁଚାପ ଜନିତ ବର୍ଷାରେ ବେହାଲ ହୋଇ ପଡିଛି ବାଲେଶ୍ୱର ଜିଲ୍ଲାର ଭୋଗରାଇ ଅଞ୍ଚଳ । ଉଦୟପୁର ତାଳସାରି ସମୁଦ୍ର ଅଶାନ୍ତ ହେବା ସହିତ ଉଚ୍ଚ ଜୁଆର ଚାଲିଥିବା ବେଳେ ମତ୍ସ୍ୟ ବିଭାଗ ପକ୍ଷରୁ ମତ୍ସ୍ୟଜୀବି ମାନଙ୍କୁ ସମୁଦ୍ରକୁ ନ ଯିବାକୁ କଡା ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଭୋଗରାଇ ବିଭିନ୍ନ ଅଞ୍ଚଳରେ ଜଳମଗ୍ନ ହେବାରୁ ଲୋକେ ରୋଷେଇ କରି ପାରୁନାହାନ୍ତି । ସେପଟେ ଉଦୟପୁର, କୃଷ୍ଣନଗର ,ଗାଜିପୁର ,ନୈଚନପୁର ଶ୍ୟାମାନନ୍ଦିପୁର ,ଭଟପୁର, ବିଚିତ୍ରପୁର ସମେତ ବିଭିନ୍ନ ଜାଗାରେ ପାଣି ଘେରରେ ରହିଛନ୍ତି ଲୋକ ।
Read More News
T & CPrivacy PolicyContact Us