This browser does not support the video element.
ବୌଦ୍ଧ ସଦର: ଚାରିଛକ ଠାରେ ଗଣେଶ ପୂଜା ଉଦଯାପିତ, ମୁର୍ତ୍ତି ବିସର୍ଜନ ଶୋଭାଯାତ୍ରା ଅନୁଷ୍ଠିତ
Baudh Sadar, Boudh (Bauda) | Aug 31, 2025
ରବିବାର ସନ୍ଧ୍ୟାରେ ଚାରିଛକ ମହାବିନାୟକ ଯୁବକ ସଂଘ ପକ୍ଷରୁ ଆୟୋଜିତ ଗଣେଷ ପୂଜା ଆଜି ଉଦଯାପିତ ହୋଇଥିବା ବେଳେ ମୁର୍ତ୍ତି ବିସର୍ଜନ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବଘିଆପଡ଼ା ଅଞ୍ଚଳର ଦୁଲଦୁଲି ସହ ପଲସାଗୁଡା ଅଞ୍ଚଳ ମୟୂରୀ ନୃତ୍ୟ ସାମିଲ ହୋଇଥିଲେ। ଏହି କାର୍ଯ୍ୟକ୍ରମରେ ଶାନ୍ତିଶୃଙ୍ଖଳା ପାଇଁ ପୁରୁଣାକଟକ ପୋଲିସ ସହଯୋଗ କରିଥିଲା । ଚାରିଛକର ରାମସେନା ସଦସ୍ୟ ମାନେ ମଧ୍ୟ ବିସର୍ଜନ ଯାତ୍ରାରେ ସାମିଲ ହୋଉଥିଲେ ।