Download Now Banner

This browser does not support the video element.

ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ଲଗାଣ ବର୍ଷା କାରଣ ରୁ ଭୁସୁଡ଼ିଲା ୟୁନିଟ -4ସ୍ଥିତ ଟ୍ରେଜରର ଅଫିସର ପାଚେରୀ

Bhubaneswar M Corp, Khordha | Sep 4, 2025
ଲଗାଣ ବର୍ଷା କାରଣ ରୁ ଭୁସୁଡ଼ିଲା ୟୁନିଟ -4ସ୍ଥିତ ଟ୍ରେଜରର ଅଫିସର ପାଚେରୀ | ଭୁସୁଡ଼ିଲା ଟ୍ରେଜରର ଅଫିସ ପାଚେରୀ | ପାର୍କିଂ ହୋଇଥିବା କାର ଉପରେ ଭୁସୁଡ଼ିଲା | କାହାର କୌଣସି କ୍ଷତି ଘଟି ନଥିବା ସୂଚନା | ଲଗାଣ ବର୍ଷା କାରଣ ରୁ ଆଜି 11.34ରେ ଭୁସୁଡ଼ିଲା ୟୁନିଟ -4ସ୍ଥିତ ଟ୍ରେଜରର ଅଫିସର ପାଚେରୀ | ଘଟଣା ସ୍ଥଳରେ ବିଏମସି ଅଧିକାରୀ ଏବଂ ଟ୍ରେଜରର ଅଫିସର କର୍ମଚାରୀ ପହଂଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି | ଟ୍ରେଜରର ଅଫିସିର ପାଚେରୀ ଭୁଶୁଡି ପଡ଼ିଥିବା କାରଣରୁ ସୁରକ୍ଷା କୁ ନେଇ ଅଧିକ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି |
Read More News
T & CPrivacy PolicyContact Us