Download Now Banner

This browser does not support the video element.

ପାଟଣାଗଡ: ଉଦଯାପିତ ହେଲାପ୍ରସିଦ୍ଧ ବଏଲ ଯାତ୍ରା ଗଡ଼ଭିତର ରେ ପ୍ରବଳ ଜନସମାଗମ

Patnagarh, Balangir | Oct 1, 2025
ଗତ କାଳି ସନ୍ଧ୍ୟା ରୁ ଆରମ୍ଭ ହୋଇ ଥିବା ପ୍ରସିଦ୍ଧ ବଏଲଯାତ୍ରା ବୁଧବାର ପୂର୍ବାହ୍ନ ୧୧ଟା ସମୟରେ ଉଦଯାପିତ ହୋଇ ଯାଇଛି ।ଗତ ରାତିରେ ମା ପାଟଣେଶ୍ବରୀ ଏବଂ ଡ଼ଙ୍ଗେଇ ଦେବୀ ଙ୍କ ବଏଲ ଆସିଥିବା ବେଳେ ବୁଧବାର ସକାଳୁ ସମଲେଶ୍ବରୀ ଙ୍କ ବଏଲଯାତ୍ରା ଆରମ୍ଭ ହୋଇଥିଲା ।ଦେବୀ ବରୁଆ ଦେହରେ ଆସି ନଗର ପରିକ୍ରମା କରି ଥିଲେ ।ଖମାର ରେ ସ୍ଥାନୀୟ ବିଧାୟକ ତଥା ଉପ ମୁଖ୍ୟମନ୍ତ୍ରୀ ଶ୍ରୀ କନକବର୍ଦ୍ଧନସିଂ ଦେଓ ମା ଙ୍କ ପୂଜାର୍ଚ୍ଚନା କରିଥିଲେ ।
Read More News
T & CPrivacy PolicyContact Us