Install App
aarohipatra4
This browser does not support the video element.
ନବରଙ୍ଗପୁର ପୋଲିସ ଷ୍ଟେସନ: କଂଗ୍ରେସ ଭଵନରେ ଜିଲ୍ଲା ସଭାପତି ଚୟନ ପ୍ରକ୍ରିୟା ଆରମ୍ଭ ହେଇଥିବା ନେଇ ମତ ଦେଲେ ଜିଲ୍ଲା ପର୍ଯ୍ୟବେକ୍ଷକ ଜେଟି କୁସମ କୁମାର
Nabarangapur PS, Nabarangpur | Sep 2, 2025
ଜିଲ୍ଲା ସଭାପତି ଖୋଜୁଛି କଂଗ୍ରେସ । ସାରା ରାଜ୍ୟ ରେ ଗତକାଲି ଠାରୁ କଂଗ୍ରେସ ତରଫରୁ ନିଜ ଦଳ ପାଇଁ ଜିଲ୍ଲା ସଭାପତି ଚୟନ ନେଇ ପ୍ରକ୍ରିୟା ଆରମ୍ଭ କରିଥିବା ବେଳେ ଦଳ ତରଫରୁ ନିଯୁକ୍ତ ପର୍ଯ୍ୟବେକ୍ଷକ ମାନେ ସମସ୍ତ ଜିଲ୍ଲା ଗସ୍ତ କରି ଦଳୀୟ କର୍ମୀ ଙ୍କ ସହିତ ଆଲୋଚନା କରୁଛନ୍ତି ନବରଙ୍ଗପୁର ଜିଲ୍ଲା ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ତେଲେଙ୍ଗାନା ପିସିସି ର ପୂର୍ବତନ କାର୍ଯ୍ୟକାରୀ ସଭାପତି ଜେଟି କୁସୁମ କୁମାର ନବରଙ୍ଗପୁର ଜିଲ୍ଲା ଗସ୍ତ କରି ସମସ୍ତ କର୍ମକର୍ତ୍ତା ଙ୍କ ସହ ଆଲୋଚନା କରିଛନ୍ତି
Share
Read More News
T & C
Privacy Policy
Contact Us
Your browser does not support JavaScript!