Download Now Banner

This browser does not support the video element.

ତଲସରା: କୁତ୍ରା ବ୍ଳକର ବିଭିନ୍ନ ସ୍ଥାନରେ ଗଣେଶ ପୂଜା ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଯୋଗ ଦେଲେ ରାଜଗାଙ୍ଗପୁର ବିଧାୟକ

Talasara, Sundargarh | Aug 28, 2025
ସୁନ୍ଦରଗଡ଼ ଜିଲ୍ଲାର କୁତ୍ରା ବ୍ଳକର ଗଙ୍ଗାଜଳ, କଟଙ୍ଗ ଓ ଡାହିଜିରା ଠାରେ ଅନୁଷ୍ଠିତ ହେଉଥିବା ଗଣେଶ ପୂଜା ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ରାଜଗାଙ୍ଗପୁର ବିଧାୟକ ଡଃ ସିଏସ ରାଜନ ଏକ୍କା ମୁଖ୍ୟ ଅତିଥି ଭାବ ରେ ଅଂଶଗ୍ରହଣ କରି କାର୍ଯ୍ୟକ୍ରମ କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।ଗଙ୍ଗାଜଳ ଠାରେ ବ୍ଳକ ଉପାଧ୍ୟାୟ କୈସ୍ତୁଭ ଭୁଷଣ ହୋତା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।
Read More News
T & CPrivacy PolicyContact Us