Download Now Banner

This browser does not support the video element.

ପୋଲସରା: ବୁଗୁଡ଼ା ବେତାରସିଙ୍ଗି ଆୟୁଷ୍ମାନ ସହରୀ ସ୍ବାସ୍ଥ୍ୟକେନ୍ଦ୍ର ଶୁଭ ଉଦଘାଟନ କଲେ ମନ୍ତ୍ରୀ

Polasara, Ganjam | Sep 6, 2025
ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ବେତାରସିଙ୍ଗି ରୋଡ଼ଠାରେ ଆୟୁଷ୍ମାନ ସହରୀ ସ୍ବାସ୍ଥ୍ୟ କେନ୍ଦ୍ର ଶୁଭ ଉଦଘାଟନ ହୋଇଯାଇଛି । ସ୍ୱାସ୍ଥ୍ୟ କେନ୍ଦ୍ରକୁ ପୋଲସରା ବିଧାୟକ ତଥା ରାଜ୍ଯ ସରକାରଙ୍କ ମତ୍ସ୍ଯ ଓ ପଶୁସମ୍ପଦ ବିକାଶ ବିଭାଗର ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗଦେଇ ଉଦଘାଟନ କରି ବୁଗୁଡ଼ା ବାସିଙ୍କୁ ଗୁଣାତ୍ମକ ଚିକିତ୍ସା ସେବା ଯୋଗାଇବା ସହ ପ୍ରାଥମିକ ଚିକିତ୍ସା, ରୋଗ ନିର୍ଣ୍ଣୟ,ଔଷଧ ବଣ୍ଟନ ଓ ସ୍ୱାସ୍ଥ୍ୟ ପରାମର୍ଶ ଏହି କେନ୍ଦ୍ର ମାଧ୍ୟମରେ ସହଜ ଓ ସୁଲଭ ହୋଇ ପାରିବ ବୋଲି ମତବ୍ୟକ୍ତ କରଥିଲେ ।
Read More News
T & CPrivacy PolicyContact Us