Download Now Banner

This browser does not support the video element.

କୋରାପୁଟ ସହର: କୋରାପୁଟ ପୌର ପରିଷଦର ୱାର୍ଡ଼ ନଂ ୨୧ ପରିଦର୍ଶନ କରି ଗଣେଶ ମଣ୍ଡପ ବୁଲିଲେ କୋରାପୁଟ ବିଧାୟକ

Koraput Town, Koraput | Aug 31, 2025
କୋରାପୁଟ ପୌର ପରିଷଦର ୱାର୍ଡ଼ ନଂ ୨୧ ପରିଦର୍ଶନ କରିଛନ୍ତି କୋରାପୁଟ ବିଧାୟକ ରଘୁରାମ ମାଛ। ଆଜି ଅପରାହ୍ନ ୪ଟା ସମୟରେ ପରିଦର୍ଶନ କରିବା ସହ ଗଣେଶ ମଣ୍ଡପ ବୁଲି ଦେଖିଛନ୍ତି। ସ୍ଥାନୀୟ ଗ୍ରାମବାସୀଙ୍କ ସହ ଆଲୋଚନା କରିଛନ୍ତି। ରାଜ୍ୟ ସରକାରଙ୍କ ଯୋଜନା ଉପରେ ପଚାରି ବୁଝିବା ସହ କିଛି ସମସ୍ୟା ଥିଲେ ସିଧାସଳଖ ଯୋଗାଯୋଗ କରିବାକୁ କହିଥିଲେ ବିଧାୟକ ରଘୁରାମ ମାଛ।
Read More News
T & CPrivacy PolicyContact Us