Download Now Banner

This browser does not support the video element.

ରାୟଗଡା: ରାଜ୍ୟ ବେସରକାରୀ ଅଧ୍ୟାପକ ଓ କର୍ମଚାରୀଙ୍କୁ ସମର୍ଥନ କରି ରାୟଗଡ଼ା ଅଟୋନୋମସ କଲେଜ ଅଧ୍ୟାପକ ଓ କର୍ମଚାରୀଙ୍କ ପକ୍ଷରୁ କଲେଜ ପରିସରରେ ଧାରଣା

Rayagada, Rayagada | Aug 23, 2025
ଅଧ୍ୟାପକ ଙ୍କ ଧାରଣା ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘକୁ ସମର୍ଥନ କରି ଆଜି ରାୟଗଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ କାର୍ଯ୍ୟରତ ସମସ୍ତ ଅଣଅନୁଦାନପ୍ରାପ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀଙ୍କ ତରଫରୁ ରାୟଗଡା ସ୍ୱୟଂସାସିତ ମହାବିଦ୍ୟାଳୟ ପରିସରରେ କାର୍ଯ୍ୟବନ୍ଦ ଧାରଣା ଦିଆଯାଇଛି ।ଶୁଣିବା ପ୍ରତିକ୍ରିୟା
Read More News
T & CPrivacy PolicyContact Us