This browser does not support the video element.
ନର୍ଲା: ମୁସ୍କୁଟି ଗ୍ରାମରେ ଲଗାତାର ଭାବରେ ୪ଟିକିଆ ହାତୀ ପଲଙ୍କ ଉତ୍ପାତ, ନଷ୍ଟ କରୁଛନ୍ତି ଫସଲ, ଚିନ୍ତାରେ ଚାଷୀ
Narala, Kalahandi | Aug 26, 2025
ନର୍ଲାବ୍ଲକ୍ ଅଧିନ ମୁସ୍କୁଟି ଗ୍ରାମରେ ଲଗାତାର ଭାବରେ ଦୁଇଦିନ ହେଲା ୪ ଟିକିଆ ହାତୀ ପଲଙ୍କ ଦୌରାମ୍ୟ ରହିଥିବା ବେଳେ ଜଙ୍ଗଲ ବିଭାଗ ପକ୍ଷରୁ ଏହାର ନିରୀକ୍ଷଣ କରୁଛନ୍ତି। ମୁସ୍କୁଟି ସ୍ଥିତ ଶ୍ରୀ ଭୂତେଶ୍ୱର ଡିଗ୍ରୀ ମହାବିଦ୍ୟାଳୟ ପରିସରକୁ ଚାଲି ଆସି ବିଭିନ୍ନ ଗଛ ନଷ୍ଟ କରିବା ସହିତ ନିକଟରେ ଥିବା ଧାନ, କପା ଓ ହରଡ ଫସଲ ନଷ୍ଟ କରିବା ସହିତ ପାଚିଲା ଧାନ ନଷ୍ଟ କରିଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଏବାବଦରେ ରୁପ୍ରାରୋଡ୍ ବନପାଳ ଯଶୋବନ୍ତ ପାତ୍ର ଖବର ପାଇ କ୍ଷୟକ୍ଷତି ହୋଇଥିବା କ୍ଷେତ୍ର ପରିଦର୍ଶନ କରି ଆକଳନ କରିଥିବା ଜଣାପଡିଛି।