This browser does not support the video element.
କେନ୍ଦ୍ରାପଡା: ବଙ୍ଗାଳପୁର ଗ୍ରାମପଞ୍ଚାୟତ କାର୍ଯ୍ୟଳୟରେ ସାଂସଦ ଖେଳ ମହୋତ୍ସବ ପାଇଁ ବ୍ଲକ ସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
Kendrapara, Kendrapara | Sep 9, 2025
କେନ୍ଦ୍ରାପଡା ଜିଲ୍ଲା ଗରଦପୁର ବ୍ଲକ ବଙ୍ଗାଳପୁର ଗ୍ରାମ ପଞ୍ଚାୟତ କାଯ୍ୟଳୟରେ ପାଟକୁରା ନେତା ତଥା ବିଜେପି ରାଜ୍ୟ ମୁଖପାତ୍ର ତେଜେଶ୍ୱର ପରିଡା ନେତୃତ୍ୱରେ ଆଜି ପ୍ରାୟ ୮ ଘଣ୍ଟିକା ସମୟରେ ସାଂସଦ ଖେଳ ମହୋତ୍ସବ ପାଇଁ ବ୍ଲକ ସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।ଆଜି ସକାଳ ପ୍ରାୟ ୮ ଘଣ୍ଟିକା ସମୟରେ ଅନୁଷ୍ଠିତ ଏହି କାଯ୍ୟକ୍ରମରେ ଭାରତୀୟ ଜନତା ପାର୍ଟୀର ଜିଲ୍ଲା ସାଂସଦ ଖେଳ ମହୋତ୍ସବର ପ୍ରଭାରୀ ଜ୍ୟୋସ୍ନାରାଣୀ ଜେନାଙ୍କ ସମେତ ଅନେକ କାର୍ଯ୍ୟକର୍ତ୍ତା ଓ କର୍ମକର୍ତ୍ତା ମାନେ ଉପସ୍ଥିତ ରହିଥିଲେ