This browser does not support the video element.
ନବରଙ୍ଗପୁର ପୋଲିସ ଷ୍ଟେସନ: ସହର ର ଉନ୍ନତିକରଣ ପାଇଁ ମାଝୀଗୁଡା ଛକ ସହ ସହରର ବିଭିନ୍ନ ଅଞ୍ଚଳ ବୁଲି ସ୍ଥିତି ପରଖିଲେ ବିଧାୟକ, ଜିଲ୍ଲାପାଳ ଏବଂ ଏସପି
Nabarangapur PS, Nabarangpur | Sep 9, 2025
ସହର ର ଉନ୍ନତିକରଣ ପାଇଁ ମାଝୀଗୁଡା ଛକ ସହ ସହରର ବିଭିନ୍ନ ଅଞ୍ଚଳ ବୁଲି ସ୍ଥିତି ପରଖିଲେ ବିଧାୟକ, ଜିଲ୍ଲାପାଳ ଏବଂ ଏସପି ବଦଳିବ ସହର ର ରୂପରେଖ, ଦୂର ହେବ ବର୍ଷ ବର୍ଷ ଧରି ରହିଥିବା ଟ୍ରାଫିକ ସମସ୍ୟା, ଆଜି ସକାଳୁ ନବରଙ୍ଗପୁର ବିଧାୟକ ଶ୍ରୀ ଗୌରୀ ଶଙ୍କର ମାଝୀ, ନଗରପାଳ ଶ୍ରୀ କୁନୁନାୟକ ଜିଲ୍ଲାପାଳ ଡଃ ମହେଶ୍ୱର ସ୍ୱାଇଁ, ଏସପି ମର୍କଦ ସନ୍ଦୀପ ସମ୍ପଦ ଉପଜିଲ୍ଲାପାଳ ପ୍ରକାଶ ମିଶ୍ର, ପୌରକାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଅଶୋକ କର୍ଣ୍ଣ ଙ୍କ ସହ ବହୁ ଵିଭାଗ ର ଅଧିକାରୀ ମାଝୀଗୁଡା ରୁ ଚାମୁରିଆ ଗୁଡା ପର୍ଯ୍ୟନ୍ତ ବୁଲି ସ୍ଥିତି ପରଖି ଥିଲେ