Download Now Banner

This browser does not support the video element.

ଓରିଏଣ୍ଟ: ଅରମାସ ସିଇଓଙ୍କ ଝାରସୁଗୁଡ଼ା ଜିଲ୍ଲା ଗସ୍ତ, ଜିଲ୍ଲାପାଳ ଉପସ୍ଥିତିରେ ଆୟୋଜିତ ବୈଠକରେ ଓରମାସର ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋଚନା

Orient, Jharsuguda | Sep 13, 2025
ବୈଷୟିକ ଶିକ୍ଷା ନିର୍ଦ୍ଦେଶକ ଏବଂ ଅରମାସ ସିଇଓ ଝାରସୁଗୁଡ଼ା ଜିଲ୍ଲା ଗସ୍ତ କରିଛନ୍ତି ଏବଂ ଆଜି ଦିନ ଚାରିଟା ସମୟରେ ଝାରସୁଗୁଡା ଜିଲ୍ଲାପାଳ କୁନାଲ ମୋତିରାମ ଚୌହାଣଙ୍କ ଉପସ୍ଥିତିରେ ଆୟୋଜିତ ବୈଠକରେ ବିଭାଗୀୟ ଅଧିକାରୀଙ୍କ ସହିତ ଓରମାସର ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋଚନା କରିଛନ୍ତି। ଝାରସୁଗୁଡା ଜିଲ୍ଲାରେ ଲଙ୍କା, ଅଦା ଓ ଛତୁ ଚାଷ ପାଇଁ ଚାଷୀମାନଙ୍କୁ ପ୍ରୋତ୍ସାହନ ଦେବା ଦିଗରେ ପଦକ୍ଷେପ ନେବା ସକାଶେ ବିଭାଗୀୟ ଅଧିକାରୀଙ୍କୁ ଆୟୋଜିତ ବୈଠକରେ ନିର୍ଦ୍ଦେଶ ଦେଇଛନ୍ତି। ଆୟୋଜିତ ବୈଠକରେ ଜିଲ୍ଲାର ଅନେକ ଅଧିକାରୀ ଉପସ୍ଥିତ ରହିଥିଲେ।
Read More News
T & CPrivacy PolicyContact Us