Install App
shantanupanda7
This browser does not support the video element.
ବଡସାହି: ୧୮ନଂ ଜାତୀୟରାଜପଥ ଦାନ୍ତିଆମୁହାଁ ଠାରେ ବାଇକ ଧକ୍କାରେ ଗୁରୁତର ଆହତ ହେବା ଘଟଣାରେ ମାମଲା ରୁଜୁକରି ତଦନ୍ତ ଆରମ୍ଭକଲା ବେତନଟୀ ପୁଲିସ
Barsahi, Mayurbhanj | Oct 2, 2025
୧୮ନଂ ଜାତୀୟରାଜପଥ ଦାନ୍ତିଆମୁହାଁ ନିକଟରେ ସଡ଼କ ଦୁର୍ଘଟଣାକୁ କେନ୍ଦ୍ରକରି ଗୁରୁବାର ରାତି ସାଢେଏଗାରଟାରେ ମାମଲା ରୁଜୁକରି ତଦନ୍ତ ଆରମ୍ଭ କଲା ପୁଲିସ l ଏତଲାକାରୀ ଦାନ୍ତିଆମୁହାଁ ଗ୍ରାମର ଆକାଶ ମୁଖିଙ୍କ ଅଭିଯୋଗ ମୁତାବକ ତାଙ୍କର ବାପା ବାପି ମୁଖୀ ଦୁର୍ଗାପୂଜା ମେଢ଼ ଦେଖିବାକୁ ଯାଉଥିବା ସମୟରେ ଦାନ୍ତିଆମୁହାଁ ନିକଟରେ ଓଡି-୦୧ବିଏ-୪୧୫୮ ନମ୍ବର ବିଶିଷ୍ଟ ଏକ ମୋଟର ସାଇକେଲ ତାଙ୍କୁ ଧକ୍କା ଦେଇଥିଲା l
Share
Read More News
T & C
Privacy Policy
Contact Us
Your browser does not support JavaScript!