Download Now Banner

This browser does not support the video element.

ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: କ୍ୟାପିଟାଲ ଥାନା ଅଞ୍ଚଳରୁ 5ଜଣିଆ ଲୁଟେରା ଗ୍ୟାଙ୍ଗ ଗିରଫ, 60ରୁ ଅଧିକ ଦାମୀ ମୋବାଇଲ ଜବତ

Bhubaneswar M Corp, Khordha | Sep 13, 2025
କ୍ୟାପିଟାଲ ଥାନା ଅଞ୍ଚଳରୁ 5ଜଣିଆ ଲୁଟେରା ଗ୍ୟାଙ୍ଗ ଗିରଫ, 60ରୁ ଅଧିକ ଦାମୀ ମୋବାଇଲ ଜବତ | ରାଜ୍ୟରେ ସକ୍ରିୟ ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗ୍ । ଝାଡ଼ଖଣ୍ଡରୁ ଆସି ଓଡ଼ିଶାରେ କରୁଥିଲେ ଲୁଟ୍‌ପାଟ୍ । ଆଜି 2.21ରେ ୫ ଜଣିଆ ଲୁଟେରା ଗ୍ୟାଙ୍ଗଙ୍କୁ ବାନ୍ଧିଲା କମିସନରେଟ୍‌ ପୁଲିସ । ପୂଜାରେ ଲୁଟିବା ପାଇଁ ଭୁବନେଶ୍ବର ଆସିଥିଲେ ଝାଡ଼ଖଣ୍ଡର ଏହି ପାହାଡ଼ି ଗ୍ୟାଙ୍ଗ୍ । କ୍ୟାପିଟାଲ୍ ଥାନା ପୁଲିସ ହାତରେ ୫ ଲୁଟେରା ଧରାପଡ଼ିଛନ୍ତି । ୨ ନାବାଳକ ସହ ୫ ଲୁଟେରାଙ୍କୁ ଗିରଫ କରିଛି କମିସନରେଟ ପୁଲିସ । ସେମାନଙ୍କ ନିକଟରୁ ୬୦ରୁ ଅଧିକ ଦାମୀ ଚୋରା ମୋବାଇଲ୍ ଜବତ କରିଛି ପୁଲିସ ।
Read More News
T & CPrivacy PolicyContact Us