This browser does not support the video element.
କେନ୍ଦୁଝର ସହର: ବଡବିଲ ପୌର କାର୍ଯ୍ୟାଳୟରେ ଆୟୋଜିତ ସ୍ୱାୟତ୍ତ ଶାସନ ଦିବସ ପାଳନ ସମାରୋହରେ ଯୋଗଦେଲେ ବିଧାୟକ
Kendujhar Town, Kendujhar | Aug 31, 2025
ଆଜି ସର୍ବ ଭାରତୀୟ ସ୍ୱାୟତ୍ତ ଶାସନ ଦିବସରେ ବଡବିଲ ପୌର କାର୍ଯ୍ୟାଳୟ ପରିସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ପାଳନ କରା ଯାଉଛି ସ୍ୱାୟତ୍ତ ଶାସନ ଦିବସ। ଏହି ଅବସରରେ ସମ୍ମାନିତ ଅତିଥି ଭାବେ ଚମ୍ପୁଆ ବିଧାୟକ ଶ୍ରୀ ସନାତନ ମହାକୁଡ ଯୋଗ ଦେଇଥିବା ବେଳେ ଚମ୍ପୁଆ ଉପ ଜିଲ୍ଲାପାଳ, ବଡବିଲ ତହସିଲଦାର, ଏସଡିପିଓ, ପୌର ନିର୍ବାହୀ ଅଧିକାରୀ, ବଡବିଲ ନଗରପାଳ ମଧ୍ୟ ଉପସ୍ଥିତ ରହିଥିଲେ।