Download Now Banner

This browser does not support the video element.

ଭଦ୍ରକ ଗ୍ରାମାଞ୍ଚଳ: ଜିଲ୍ଲା ମୁଖ୍ୟଚିକିତ୍ସାଳୟ ପରିସରରେ ସମନ୍ବିତ ଜନସ୍ବାସ୍ଥ୍ୟ ପରୀକ୍ଷାଗାରର ନୂତନ ଗୃହ ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ। ମନ୍ତ୍ରୀଙ୍କ ଯୋଗଦାନ

Bhadrak Rural, Bhadrak | Sep 3, 2025
ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ସମନ୍ବିତ ଜନସ୍ବାସ୍ଥ୍ୟ ପରୀକ୍ଷାଗାରର ନୂତନ ଗୃହ ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ । ଯୋଗଦେଲେ ଉଚ୍ଚ ଶିକ୍ଷା ମନ୍ତ୍ରୀ ଙ୍କ ସମେତ ସାଂସଦ ଓ ବିଧାୟକ। ନୂଆ କ୍ୟାମ୍ପସରେ ରୋଗ ନିରୁପଣ କ୍ଷେତ୍ରରେ ଏହା ସହାୟକ ହେବା ନେଇ କହିଛନ୍ତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ।ଗୋଟିଏ ସ୍ଥାନରେ ବିଭିନ୍ନ ପ୍ରକାରର ରୋଗ ପରୀକ୍ଷାର ସୁବିଧା ମଧ୍ୟ ଉପଲବ୍ଧ ହେବ ଏହି ପରୀକ୍ଷଗାର ରେ। ଆୟୋଜିତ ଏହି କାର୍ଯ୍ୟକ୍ରମରେ ମାନ୍ୟବର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ,ସାଂସଦ ଅଭିମନ୍ୟୁ ସେଠୀ, ଭଦ୍ରକ ବିଧାୟକ ସିତାଂଶୁ ମହାପାତ୍ର ,ଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ ଥିଲେ।
Read More News
T & CPrivacy PolicyContact Us