This browser does not support the video element.
ସମ୍ବଲପୁର ମ୍ୟୁନିସିପାଲଟି: ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ଉପଲକ୍ଷେ ନନ୍ଦପଡା ବାଲୁକେସ୍ୱର ମଣ୍ଡପରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ
Sambalpur M, Sambalpur | Aug 24, 2025
ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ଉପଲକ୍ଷେ ସମ୍ବଲପୁରର ଚିତ୍ରୋତ୍ପଳା ଯୁବକ ସଂଘ ଓ ପଣ୍ଡିତ ଲକ୍ଷ୍ମୀନାରାୟଣ ସାଂସ୍କୃତିକ ସଂସଦ, ନନ୍ଦପଡା ର ମିଳିତ ଆନୁକୂଲ୍ୟରେ ଆଜି ଚିତ୍ରାଙ୍କନ ଓ ଚେସ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି । ଆଜି ଅପରାହ୍ନ ୨ଟାରୁ ନନ୍ଦପଡା ସ୍ଥିତ ବାଲୁଙ୍କେଶ୍ୱର କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ଚିତ୍ରାଙ୍କନ ପ୍ରତିଯୋଗିତାରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରଛାତ୍ରୀ ମାନେ ୩ଟି ବର୍ଗରେ ଅଂଶଗ୍ରହଣ କରିଥିଲେ । ସେହିଭଳି ଶନିବାର ଓ ରବିବାର ୨ ଦିନ ବ୍ୟାପି ଆନ୍ତଃ ସ୍କୁଲ ସ୍ତରୀୟ ଚେସ ପ୍ରତିଯୋଗିତା ଚିତ୍ରୋତ୍ପଳା ଯୁବକ ସଂଘ ଓ ଜିଲା ଚେସ ଏସୋସିଏସନ