Download Now Banner

This browser does not support the video element.

ଖରିଆର: ଜୁନାନୀ ଗ୍ରାମର ୩୦ ତମ ଗଜଲକ୍ଷ୍ମୀ ପୂଜା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Khariar, Nuapada | Sep 9, 2025
ଖଡ଼ିଆଳ ବ୍ଲକ ଜୁନାନୀ ଗ୍ରାମର ଗଜଲକ୍ଷ୍ମୀଙ୍କ ୩୦ ତମ ପୂଜନୋତ୍ସବ ପାଇଁ ଜୁନାନୀ ଗ୍ରାମର ଲକ୍ଷ୍ମୀପୂଜା କମିଟି ସହିତ ଗ୍ରାମବାସୀଙ୍କୁ ନେଇ ରାଧାକୃଷ୍ଣ ମନ୍ଦିର ପ୍ରାଙ୍ଗଣରେଏକ ପ୍ରସ୍ତୁତି ବୈଠକ ଆଜି ୭ ଟା ଯାଏଁ ଅନୁଷ୍ଠିତ ହୋଯାଇଅଛି। ଏହି ବୈଠକରେ ମାଁ ଙ୍କର ପୂଜା, ମଣ୍ଡପ ସାଜସଜ୍ଜା ଓ ମନୋରଞ୍ଜନ କାର୍ଯ୍ୟକ୍ରମ ବାବଦରେ ଆଲୋଚନା ହୋଇଥିଲା।ବୈଠକରେ ସଭାପତି ମୁକୁନ୍ଦ ନାଗ, ଉପ ସଭାପତି ଦ୍ଵୟ ପ୍ରେମାନିଧି ନାୟକ ଓ ରାଧେଶ୍ୟାମ ମାଝୀ, ସମ୍ପାଦକ ଫକୀର ମୋହନ ବାରିକ ସହ ସମ୍ପାଦକ ହିମାଂଶୁ ଶେଖର ବାରିକ, ଯୁଗ୍ମ ସମ୍ପାଦକ ଅଜିତ କୁମାର ପଟେଲ, କୋଷାଧ୍ୟକ୍ଷ ବିଜୟ ପ୍ରଧାନୀ ଥିଲେ।
Read More News
T & CPrivacy PolicyContact Us