This browser does not support the video element.
ଚମ୍ପୁଆ: କିରିବୁରୁ ଛକ ନିକଟରୁ ଚୋରା ଚାଲାଣ ସନ୍ଦେହରେ କ୍ରେନ ସହ ହାଇୱା ଅଟକ କଲା ପୋଲିସ
Champua, Kendujhar | Aug 24, 2025
କ୍ରେନ ଦ୍ଵାରା ଏକ ଚୋରା ହାଇୱା ଚୋରି ହୋଇ ଯାଉଥିବା ସନ୍ଦେହ କରି ବଡବିଲ ପୋଲିସ ସ୍ଥାନୀୟ କିରିବୁରୁ ଛକ ନିକଟରେ ଉକ୍ତ କ୍ରେନ୍ ସହ ହାଇୱାକୁ ଅଟକ ରଖି କାଗଜପତ୍ର ଯାଞ୍ଚ କରିଥିଲା। ଯାଞ୍ଚ ସମୟରେ ସନ୍ତୋଷ ଜନକ ପ୍ରମାଣ ନ ମିଳିବାରୁ ଉଭୟ ଗାଡି ଅଟକ ରଖି ଥାନାକୁ ନେଇ ଯାଇଥିବା ସୂଚନା ରହିଛି।