Download Now Banner

This browser does not support the video element.

ସୁନ୍ଦରଗଡ ସହର: ବ୍ରାହ୍ମଣ ପଡ଼ା ଗଣେଶ ପୂଜା ମଣ୍ଡପରେ ବିଘ୍ନହର୍ତ୍ତାଙ୍କୁ ଦର୍ଶନ କଲେ ସଦର ବିଧାୟକ

Sundargarh Town, Sundargarh | Aug 27, 2025
ଆଜି ଅଗଷ୍ଟ 27 ବୁଧବାର ଅପରାହ୍ନ 3:30 ରେ ସଦର ବିଧାୟକ ଯୋଗେଶ କୁମାର ସିଂ ବ୍ରାହ୍ମଣ ପଡ଼ା ଗଣେଶ ପୂଜା ମଣ୍ଡପରେ ପହଞ୍ଚି ପ୍ରଭୁ ବିଘ୍ନହର୍ତାଙ୍କୁ ପ୍ରଣାମ ଜଣାଇବା ସହ ଅଞ୍ଚଳକୁ ସୁରକ୍ଷିତ କରିବା ନେଇ ପ୍ରାର୍ଥନା କରିଥଲେ ।ଏହା ସହ ପୂଜା କମିଟି ସହ ବସି ଅଞ୍ଚଳର ଉନ୍ନତି ନେଇ ଆଲୋଚନା କରିଥିଲେ।
Read More News
T & CPrivacy PolicyContact Us