Download Now Banner

This browser does not support the video element.

କେନ୍ଦୁଝର ସହର: ରେଙ୍ଗାଳବେଡା ନିକଟରେ ଭାରସାମ୍ୟ ହରାଇ କାର ଦୁର୍ଘଟଣା ଗ୍ରସ୍ତ

Kendujhar Town, Kendujhar | Sep 3, 2025
କେନ୍ଦୁଝର ଜିଲ୍ଲା ଦଶରଥିପୁର ଗ୍ରାମ ରେଙ୍ଗାଳ ବେଡାଠାରେ ଆଜି ଏକ କାର ଭାରସାମ୍ୟ ହରାଇ ରାସ୍ତାରୁ ଏକ ଘର ଉପରକୁ ଚଢ଼ିଯାଇ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ କାର ଓ ଘର କ୍ଷତିଗ୍ରସ୍ତ ହୋଇଥିବା ବେଳେ ଖବର ନେବା ପର୍ଯ୍ୟନ୍ତ ମୃତାହତଙ୍କ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ।
Read More News
T & CPrivacy PolicyContact Us