Install App
ganesh35991
This browser does not support the video element.
କବିସୂର୍ଯ୍ୟନଗର: କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀର ବିଭିନ୍ନ କାର୍ଯ୍ୟକ୍ରମ ରେ ଯୋଗଦେବା ସହ ମୃତକ ଙ୍କ ପରିବାର କୁ ଭେଟିଛନ୍ତି ବିଧାୟକ ପ୍ରତାପ ଚନ୍ଦ୍ର ନାୟକ
Kabisuryanagar, Ganjam | Sep 29, 2025
ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀର କବିସୂର୍ଯ୍ୟନଗର ଡାକ ବଙ୍ଗଳା ଠାରେ ପୁନଶ୍ଚ ପୃଥିବି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟ ଅତିଥିଭାବେ ବିଧାୟକ ଯୋଗଦେଇଥିଲେ. ସେହିପରି ଗଙ୍ଗାପୁର ପଞ୍ଚାୟତ ବଡ଼ଆଗୁଳ ଜଣେ ଯୁବକଙ୍କ ଦୃଘଟଣା ମୃତ୍ୟୁ ହୋଇଥିବା ଖବର ପାଇଁ ମୃତକ ଙ୍କ ପରିବାର କୁ ଭେଟି ସମବେଦନା ଜଣାଇଛନ୍ତି ବିଧାୟକ. ପରିଶେଷରେ ନବରାତ୍ର ପୂଜା ଅବସରରେ ସିକୁଳ ଠାରେ ପହଁଚି ମା ଙ୍କ ଆଶ୍ରିବାଦ ଭିକ୍ଷା କରିବା ସହ ଜନସାଧାରଣ ପାଇଁ ଶୁଭକାମନା ମାଗିଥିଲେ ବିଧାୟକ.
Share
Read More News
T & C
Privacy Policy
Contact Us
Your browser does not support JavaScript!