Download Now Banner

This browser does not support the video element.

କେନ୍ଦ୍ରାପଡା: ଶେଷହେଲା ଭିତରକନିକାରେ ଦେଶୀୟ ବଗପକ୍ଷୀ ଗଣନା

Kendrapara, Kendrapara | Sep 1, 2025
ଶେଷହେଲା ଭିତରକନିକାରେ ଦେଶୀୟ ବଗପକ୍ଷୀ ଗଣନା l ଅଗଷ୍ଟ ମାସ ତିରିଶି ତାରିଖରୁ ଏହି ଗଣନା କାର୍ଯ୍ୟ ଆରମ୍ଭ ହୋଇଛି l ଆଜି ସୋମବାଇ ଏକ ତାରିଖରେ ଗଣନା କାର୍ଯ୍ୟ ଶେଷ ହୋଇଛି l ଭିତରକନିକା ଜାତୀୟ ଉଦ୍ୟାନର ମଠଆଡ଼ିଆ,ଜଗନ୍ନାଥ ପ୍ରସାଦ ଡିଆ, ଲକ୍ଷ୍ମୀପ୍ରସାଦ ଡିଆ ବନାଞ୍ଚଳରେ ଗଣନା କାର୍ଯ୍ୟ କରାଯାଇଥିଲା l ଏବେ ଗଣନାକାର୍ଯ୍ୟରୁ ମିଳିଥିବା ତଥ୍ୟ ସଂକଳନ କରାଯାଉଛି l
Read More News
T & CPrivacy PolicyContact Us