Download Now Banner

This browser does not support the video element.

ବରଗଡ: ବରଗଡ଼ ଓ ପଦମପୁର ଅଞ୍ଚଳରେ ପୋଲିସ୍ ର ରେଡ୍ ସ୍କୁଲ୍-କଲେଜ୍ ପାଖରୁ ଗୁଟଖା, ସିଗାରେଟ୍ ଓ ତମାକୁ ପଦାର୍ଥ ଜବତ

Bargarh, Bargarh (Baragarh) | Sep 6, 2025
ବରଗଡ଼ ଜିଲ୍ଲାର ସମସ୍ତ ପୋଲିସ୍ ଥାନା ପକ୍ଷରୁ ବରଗଡ଼ ଓ ପଦମପୁର SDPO ଙ୍କ ନିର୍ଦ୍ଦେରେ raid ଅଭିଯାନ ପରିଚାଳନା କରା ଯାଇଛି । ଜିଲ୍ଲାର ବିଭିନ୍ନ ସ୍କୁଲ୍, କଲେଜ୍ ପାଖପାଖି ଥିବା ପାନ ଦୋକାନରୁ ବିଡ଼ି, ସିଗାରେଟ୍, ଗୁଟଖା, ଭାଙ୍ଗ, ଖଇନି ସହିତ ଅନ୍ୟାନ୍ୟ ତମ୍ବାଖୁ ଉତ୍ପାଦ ସାମଗ୍ରୀ ଜବତ କରା ଯାୟୀଛି। ଦୋକାନଦାରମାନଙ୍କ ବିରୁଦ୍ଧରେ COTPA Act ଅନୁଯାୟୀ କାର୍ଯ୍ୟବାହୀ ହୋଇଛି। ଏହି କାର୍ଯ୍ୟାନୁଷ୍ଠାନ ସ୍କୁଲ୍-କଲେଜ୍ ଛାତ୍ରଛାତ୍ରୀଙ୍କୁ ତମାକୁ ବ୍ୟବହାରରୁ ଦୂରେଇବାକୁ ପୋଲିସ୍ ପକ୍ଷରୁ ଗ୍ରହୀତ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ପୋଲିସ ପକ୍ଷରୁ କୁହାଯାଉଛି l
Read More News
T & CPrivacy PolicyContact Us