Download Now Banner

This browser does not support the video element.

ତଲସରା: ଝଣ୍ଡେଲବୁଡ଼ ସଫେଇ ନାଳ ରେ ଟିପର ସହ ଚାଳକ ଭାସିଯିବା ଘଟଣା ବାପା,ମା,ସାଙ୍ଗ ସ୍ଥାନୀୟ ଗ୍ରାମବାସୀ ଙ୍କର ପ୍ରତିକ୍ରିୟା

Talasara, Sundargarh | Aug 26, 2025
ସୁନ୍ଦରଗଡ଼ ଜିଲ୍ଲାର ବଡ଼ଗାଁ ଥାନା ଅନ୍ତର୍ଗତ ସାହାଜବାହାଲ ଗ୍ରାମ ପଞ୍ଚାୟତ ର ଝଣ୍ଡେଲବୁଡ଼ ନିକଟରେ ସଫେଇ ନାଳରେ ଆଜି ଟିପର ସହ ଚାଳକ ଭାସିଯିବା ଘଟଣା ବିଷୟରେ ତାଙ୍କର ବାପା ମା, ସହ ଦୁର୍ଘଟଣା ରୁ ମୃତ୍ୟୁ ମୁଖରୁ ଉଦ୍ଧାର ହୋଇଥିବା ସାଙ୍ଗ ସହ ସ୍ଥାନୀୟ ଗ୍ରାମବାସୀ ମାନେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।
Read More News
T & CPrivacy PolicyContact Us