Download Now Banner

This browser does not support the video element.

ପୋଲସରା: ରାଜ୍ୟ ସରକାର ଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ବେଲଗାଁ ,ବୁଢେଇଶୁଣୀ ଓ ସୋଡକ ପଞ୍ଚାୟତରେ ବୁଲିଲା ବିକାଶ ବାହନ ରଥ

Polasara, Ganjam | Jun 16, 2025
ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକର ବେଲଗାଁ , ବୁଢେଇଶୁଣୀ ଓ ସୋଡକ ଭଳି ତିନି ପଞ୍ଚାୟତରେ ବୁଲିଲା ସରକାରଙ୍କ ବିକାଶ ବାହନ ସଚେତନତା ରଥ। ଆଜି ପୋଲସରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଶିଭୂଷଣ ମହାପାତ୍ର ଙ୍କ ନିର୍ଦ୍ଦେଶକ୍ରମେ ତିନି ପଞ୍ଚାୟତରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବେଲଗାଁ ପଞ୍ଚାୟତ ସରପଞ୍ଚ ମନୋଜ କୁମାର ପ୍ରଧାନ,ବୁଢେଇଶୁଣୀ ସରପଞ୍ଚ ମନୋଜ କୁମାର ପରିଡ଼ା ଓ ସୋଡକ ପଞ୍ଚାୟତର ନାଏବ ସରପଞ୍ଚ ସୁନୀତା ମହାରଣାଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଥିଲା।
Read More News
T & CPrivacy PolicyContact Us