This browser does not support the video element.
ନବରଙ୍ଗପୁର ପୋଲିସ ଷ୍ଟେସନ: ମୁଡିଗୁଡା ରେ ଏକ ସାମାଜିକ କାର୍ଯ୍ୟକ୍ରମ ରେ ଯୋଗଦେଲେ ପୂର୍ବତନ ସାଂସଦ
Nabarangapur PS, Nabarangpur | Jul 31, 2025
ମୁଡିଗୁଡା ରେ ଏକ ସାମାଜିକ କାର୍ଯ୍ୟକ୍ରମ ରେ ଯୋଗଦେଲେ ପୂର୍ବତନ ସାଂସଦ ଉମରକୋଟ ବ୍ଲକ ସିଂସାରୀ ପଞ୍ଚାୟତ ଅନ୍ତର୍ଗତ ମୁଡିଗୁଡା ର ପଦ୍ମନ ନାୟକଙ୍କ ମୃତ୍ୟୁ ଖବର ପାଇଁ ପହଂଚିଥିଲେ ପୂର୍ବତନ ସାଂସଦ ଶ୍ରୀ ରମେଶ ମାଝୀ ଏହି ଅବସର ରେ ଶ୍ମାଶନ ରେ ତାଙ୍କର ଶେଷ ଦର୍ଶନ କରି ତାଙ୍କର ଶେଷ କୃତ୍ୟ ରେ ସାମିଲ ହେଇ ଅମର ଆତ୍ମା ର ସଦଗତି କାମନା କରିବା ସହ ଶୋକ ସନ୍ତପ ପରିବାର ବର୍ଗ ଙ୍କୁ ସମବେଦନା ଜଣାଇଥିଲେ