Download Now Banner

This browser does not support the video element.

ନର୍ଲା: ସାପଲହରା,ରେଗଡ଼ା ପଞ୍ଚାୟତରେ ସାର ନେବାକୁ ଚାଷୀଙ୍କ ପ୍ରବଳ ଭିଡ଼, ସାର ନ ପାଇ ହଟହଟା।

Narala, Kalahandi | Sep 5, 2025
କର୍ଲାମୁଣ୍ଡା ବ୍ଲକରେ ଥିବା ତିନି ପ୍ରାଥମିକ କୃଷି ସମବାୟ ସମିତିର ସାର ଗୋଦାମ ଗୃହଗୁଡ଼ିକରେ ୟୁରିଆ ସାର ନେବା ଚାଷୀମାନଙ୍କ ପ୍ରବଳ ଭିଡ଼ ରହିଥିବା ଓ ଚାଷୀମାନେ ସାର ନ ପାଇ ଅସନ୍ତୋଷ ଫେରୁଥିବା ଶୁକ୍ରବାର ଦେଖିବାକୁ ମିଳିଛି।ସୂଚନା ମତେ ବ୍ଲକର ଜୋରାଡ଼ବରା ପ୍ରାଥମିକ କୃଷି ସମବାୟ ସମିତିରେ ୬୮୦ ବସ୍ତା ୟୁରିଆ ସାର ମହଜୁଦ୍‌ ଥିବା ବେଳେ ୧୪ ଶହରୁ ଊଦ୍ଧର୍‌ବ ଚାଷୀ ସାର ନେବା ପାଇଁ ଧାଡ଼ିରେ ଅପେକ୍ଷା କରିଥିବା ଦେଖିବାକୁ ମିଳିଛି।
Read More News
T & CPrivacy PolicyContact Us