This browser does not support the video element.
ଅନୁଗୋଳ: ଜିଲ୍ଲା କାରାଗାରରେ ସଜା କାଟୁଥିବା ଜଣେ ବ୍ୟକ୍ତିଙ୍କର ମୃତ୍ୟୁ; ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ପ୍ରତିକ୍ରିୟା ରଖିଲେ ମୃତକଙ୍କ ଝିଅ
Anugul, Angul | Aug 21, 2025
ଅନୁଗୋଳ କାରାଗାରରେ ବିଚାରାଧୀନ ଅବସ୍ଥାରେ ସଜା କଟୁ ଥିବା ଅଭିଯୁକ୍ତ ଙ୍କ ଚିକିତ୍ସାଳୟ ରେ ଘଟିଛି ମୃତ୍ୟୁ ଘଟିଛି। ମୃତ ଜଣଙ୍କ ହେଲେ ଜରପଡ଼ା ଥାନା ଅନ୍ତର୍ଗତ ବଡ ହିଂସର ଗ୍ରାମର ସ୍ଵର୍ଗତ ରାମ ଚନ୍ଦ୍ର ସାହୁ ଙ୍କ ପୁଅ ରଘୁନାଥ ସାହୁ (୬୬) ବୋଲି ଜଣା ପଡିଛି। ସୂଚନା ଯେ, ଗତ ୨୦୨୩ ମସିହା ଅପ୍ରେଲ ମାସ ରୁ ହତ୍ୟା ଅଭିଯୋଗରେ ରଘୁନାଥ ସାହୁ ଏବଂ ତାଙ୍କ ପୁଅ ମାନସ ରଞ୍ଜନ ସାହୁ (୩୦) ପାଖାପାଖି ଅଢେଇ ବର୍ଷ ହେଲା ଅନୁଗୋଳ କାରାଗାରରେ ସଜା କାଟୁଥିଲେ । ରଘୁନାଥ ଙ୍କର ଉଚ୍ଚ ରକ୍ତ ଚାପ ରୋଗ ରେ ପୀଡିତ ଥିଲେ। କାରାଗାରକୁ ପରିବାର ଲୋକ ମେଡ଼ିସିନ୍ ଦେବା ଦେଇଥାନ୍ତି । ଗତ ତିନି ଦିନ ତଳେ ରଘ