Download Now Banner

This browser does not support the video element.

ପାରଳାଖେମୁଣ୍ଡି: ଗାୟତ୍ରୀ ପରିବାର ପକ୍ଷରୁ ସ୍ଥାନୀୟ ଗାୟତ୍ରୀ ପ୍ରଜ୍ଞା ପୀଠରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ

Paralakhemundi, Gajapati | Aug 24, 2025
ଗାୟତ୍ରୀ ପରିବାର ପକ୍ଷରୁ ସ୍ଥାନୀୟ ଗାୟତ୍ରୀ ପ୍ରଜ୍ଞା ପୀଠରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ। ଯୁଗ ନିର୍ମାଣ ଯୋଜନା ଗଜପତି ଶାଖା ପାରଳାଖେମୁଣ୍ଡି ଓ ଇସରତ୍ ନର୍ଷୀହୋମ ‌ପୁରୁଣା ବସଷ୍ଟାଣ୍ଡ ବ୍ରହ୍ମପୁରର ମିଳିତ ସହଯୋଗରେ ଆଜି ଦଶଟା ବେଳେ ସ୍ଥାନୀୟ ଗାୟତ୍ରୀ ପ୍ରଜ୍ଞା ପୀଠରେ ମାଗଣା ଚକ୍ଷୁ ଚିକିତ୍ସା ଶିବିରର ଆୟୋଜନ କରାଯାଇଥିଲା ।‌ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ଉପ କାରାଗାରର ଉପ କାରାପାଳ ଶ୍ରୀ ଭାଗୀରଥି ପଣ୍ଡା, ଅବସର ପ୍ରାପ୍ତ ଶିକ୍ଷକ ମୋନଜ କୁମାର ପଣ୍ଡା, ପୁର୍ବତନ ନଗରପାଳ ବାବୁଲା ପଟ୍ଟନାୟକ ପ୍ରମୁଖ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ
Read More News
T & CPrivacy PolicyContact Us