Download Now Banner

This browser does not support the video element.

ବଡସାହି: ମୋ ଡାକ୍ତରଖାନା ଅଭିଯାନରେ ସାମିଲ ବୈଶିଙ୍ଗା ଡାକ୍ତରଖାନା ପରିଦର୍ଶନକଲେ ମୟୁରଭଞ୍ଜ ଜିଲ୍ଲାପାଳ ହେମକାନ୍ତ ସଏ, ଏଡିଏମଓ ଓ ଅଧିକାରୀ ଉପସ୍ଥିତ

Barsahi, Mayurbhanj | Sep 3, 2025
ମୋ ଡାକ୍ତରଖାନା ଅଭିଯାନରେ ସାମିଲ ବୈଶିଙ୍ଗା ଡାକ୍ତରଖାନାକୁ ବୁଧବାର ଅପରାହ୍ନ ଚାରିଟାରେ ପରିଦର୍ଶନରେ ଆସି ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କଲେ ମୟୁରଭଞ୍ଜ ଜିଲ୍ଲାପାଳ ହେମକାନ୍ତ ସଏ l ମୟୁରଭଞ୍ଜ ଜିଲ୍ଲାପାଳ ହେମକାନ୍ତ ସାୟ ଅଚାନକ ପରିଦର୍ଶନରେ ଆସି ବିଭିନ୍ନ ସୁବିଧା ଅସୁବିଧା ପଚାରି ବୁଝିବା ସହିତ ନିକଟରେ ମୋ ଡାକ୍ତରଖାନା ଯୋଜନାରେ ସାମିଲ ହୋଇଥିବା ବୈଶିଙ୍ଗା ଡାକ୍ତରଖାନା ବାବଦରେ ଆଲୋଚନା କରିଥିଲେ l
Read More News
T & CPrivacy PolicyContact Us