Download Now Banner

This browser does not support the video element.

ପାରାଦୀପ: ପଙ୍କପାଳ ପଞ୍ଚାୟତରେ ମିଶ୍ରଣ ପର୍ବରେ ଶତାଧିକ ଲୋକେ ବିଜେପିରେ ସାମିଲ

Paradip, Jagatsinghpur | Apr 20, 2024
ପାରାଦୀପ ନିର୍ବାଚନ ମଣ୍ଡଳୀ ପଙ୍କପାଳ ପଞ୍ଚାୟତରେ ଆଜି ସନ୍ଧ୍ୟାରେ ଆୟୋଜିତ ମିଶ୍ରଣ ପର୍ବରେ ଶତାଧିକ ଲୋକେ ବିଜେପିରେ ସାମିଲ ହୋଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଲୋକାଭିମୁଖୀ ଯୋଜନା ଓ ନେତୃତ୍ୱରେ ଅନୁପ୍ରାଣିତ ହୋଇ ଶତାଧିକ ଲୋକେ ବିଜେଡ଼ି ଓ କଂଗ୍ରେସ ଦଳ ପରିତ୍ୟାଗ କରି ବିଧିବଦ୍ଧ ଭାବେ ବିଜେପିରେ ଯୋଗଦାନ କରିଥିବା ଦେଖିବାକୁ ମିଳିଛି। ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସମ୍ପଦ ସ୍ବାଇଁଙ୍କ ଉପସ୍ଥିତିରେ ସମସ୍ତେ ବିଜେପିରେ ସାମିଲ ହୋଇଛନ୍ତି।
Read More News
T & CPrivacy PolicyContact Us