Download Now Banner

This browser does not support the video element.

ଦେବଗଡ: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ମାସିକ ଜିଲ୍ଲା ସ୍ତରୀୟ ରାଜସ୍ୱ ସମୀକ୍ଷା ବୈଠକ

Debagarh, Debagarh (Deogarh) | Sep 12, 2025
ଦେବଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ବିକାଶ ଭବନ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ରାଜସ୍ୱ ସମୀକ୍ଷା ବୈଠକ ଶୁକ୍ରବାର ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି । ଦେବଗଡ ଜିଲ୍ଳା ପାଇଁ ଅଗଷ୍ଟ ମାସରେ ଧାର‌୍ୟ୍ୟଥିବା ରାଜସ୍ୱ, ବ୍ଲକ୍ ସ୍ତରରେ ଶିଳ୍ପ ପାର୍କ ସ୍ଥାପନ ପାଇଁ ଜମି ଚିହ୍ନଟ, ନବ ନିର୍ମିତ୍ତ କୋଠା ମରାମତି ଓ କାର‌୍ୟ୍ୟାଳୟକୁ ହସ୍ତାନ୍ତର, ନୂତନ ନିର୍ମିତ କୋଠା କୁ ଜଳ ଯୋଗାଣ ଓ ସଂଯୋଗ, ଜିଲ୍ଲା ଓ ବ୍ଲକ ସ୍ତରରେ ବସ୍ ଷ୍ଟାଣ୍ଡର ସ୍ଥିତି ସମେତ ଅନ୍ୟାନ୍ୟ ରାଜସ୍ୱ ଆଦାୟ ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ।
Read More News
T & CPrivacy PolicyContact Us