Download Now Banner

This browser does not support the video element.

ଯାଜପୁର: ଯାଜପୁର ଟାଉନ ସ୍ଥିତ ମୁଖ୍ୟ ଚିକିତ୍ସାଳୟକୁ ଜିଲ୍ଲାପାଳଙ୍କ ଅଚାନକ ଗସ୍ତ,ଚିକିତ୍ସା ସେବାର କଲେ ଅନୁଧ୍ୟାନ

Jajapur, Jajpur | Sep 6, 2025
ଯାଜପୁର ଟାଉନ ସ୍ଥିତ ମୁଖ୍ୟ ଚିକିତ୍ସାଳୟକୁ ଜିଲ୍ଲାପାଳଙ୍କ ଅଚାନକ ଗସ୍ତ,ଚିକିତ୍ସା ସେବାର କଲେ ଅନୁଧ୍ୟାନ l ଗତ କିଛିଦିନ ହେବ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅନେକ ସମସ୍ୟା ଥିବା ଗଣମାଧ୍ୟମରେ ପ୍ରକାଶ ପାଉଥିଲା l ଏହାକୁ ଦୃଷ୍ଟିରେ ରଖି ଆଜି ଅଚାନକ ଜିଲ୍ଲାପାଳ ଅମ୍ବର କୁମାର କର ମୁଖ୍ୟ ଚିକିତ୍ସାଳୟରେ ପହଂଚିଥିଲେ l ଏଥିସହିତ ବିଭିନ୍ନ ବିଭାଗକୁ ଯାଇ ରୋଗୀଙ୍କୁ କିଭଳି ଚିକିତ୍ସା ସେବା ଦିଆଯାଉଛି ଅନୁଧ୍ୟାନ କରିଥିଲେ l ବିଶେଷ ଭାବରେ କିଭଳି ରୋଗି ମାନେ ଧାଡି ବାନ୍ଧି ଆସି ଡାକ୍ତରଙ୍କ ପରମାର୍ଶ ନେବେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦେଇଥିଲେ l
Read More News
T & CPrivacy PolicyContact Us