Download Now Banner

This browser does not support the video element.

ନୂଆପଡା: ଆସନ୍ତାକାଲି ନୂଆପଡ଼ା ସହର ଓ ଆଖପାଖ ଅଞ୍ଚଳରେ ସକାଳ ୯ଟାରୁ ଦିନ ୨ଟା ପର୍ଯ୍ୟନ୍ତ ବନ୍ଦ ରହିବ ବିଦ‍୍ୟୁତ ସରବରାହ

Nuapada, Nuapada | Aug 16, 2025
ଆସନ୍ତା କାଲି ନୂଆପଡ଼ା ସହର ଓ ଏହାର ଆଖପାଖ ଅଞ୍ଚଳରେ ୩୩ କେଭି ଏବଂ ୧୧ କେଭି ଟାଉନ ୨ ଫିଡ଼ର ର ଜରୁରୀ କାଳୀନ ମରାମତି କରାଯିବ। ସେଥିପାଇଁ ସହର ଓ ଏହାର ଆଖପାଖ ଅଞ୍ଚଳରେ ଅଞ୍ଚଳରେ ବିଦ୍ୟୁତ ଯୋଗାଣ ସକାଳ ୯ ଟାରୁ ଦିନ ୨ ଟା ପର୍ଯ୍ୟନ୍ତ ବନ୍ଦ ରହିବା ନେଇ ଆଜି ଦିନ ୧ ଟାରେ TPWODL ପକ୍ଷରୁ ସୂଚନା ଦିଆଯାଇଛି।
Read More News
T & CPrivacy PolicyContact Us